Thursday, 4 December 2025

ହୃଦୟ କୋମଳତାରେ

ହୃଦୟ କୋମଳତାରେ ସ୍ପର୍ଶ କଲେ ଆତ୍ମାର ଜ୍ୟୋତି ହୁଏ ଯାଜୁଲ୍ୟମାନ ରସି ରସାଏ ହସି ହସାଏ ବ୍ରହ୍ମାଣ୍ଡକୁ ପରମାନନ୍ଦ କୃଷ୍ଣ ନିଷ୍କାମ ସନ୍ନିଧାନ

No comments:

Post a Comment