Saturday, 13 December 2025

ପ୍ରତ୍ୟକ୍ଷ ପରୋକ୍ଷରେ ତୁମ୍ଭେ କେତେ ତାରିଅଛ

ପ୍ରତ୍ୟକ୍ଷ ପରୋକ୍ଷରେ ତୁମ୍ଭେ କେତେ ତାରିଅଛ ବ୍ୟାସଦେବ କୃତ ଶ୍ରୀମଦ ଭାଗବତ ତା ସାକ୍ଷୀ ବିଶାଳ ବକ୍ଷରେ ଏତେ ଅନୁକମ୍ପା ସାଇତି ଅଛ କିଞ୍ଚିତ ଦେଲେ ସରିଯିବକି ହେ କରୁଣା ଆକ୍ଷି

No comments:

Post a Comment