Wednesday, 3 December 2025

ବାପାଙ୍କ ପାଦରେ ଦେଲି ହଳଦୀ ବୋଳା ଚାଉଳ

ବାପାଙ୍କ ପାଦରେ ଦେଲି ହଳଦୀ ବୋଳା ଚାଉଳ ଓଁ ଶ୍ରୀ ସାଇରାମଙ୍କ ପାଦରେ ଦେଲି ନୂଆ ତୁଳସୀ ଚତୁର୍ଦ୍ଧାଙ୍କୁ ଥୋଇଲି ମୋହର ହୃଦୟ କମଳରେ ଚରଣ ପଖାଳିଦେଲି ଢାଳି ଭକତି ଲୁହ କଳସୀ

No comments:

Post a Comment