A flower with 4 petals
Sunday, 7 December 2025
ଚକାଡୋଳା ହେ କିଛି ନ କହି ଚିତ୍ତ ଚୋରି କଲ
ଚକାଡୋଳା ହେ କିଛି ନ କହି ଚିତ୍ତ ଚୋରି କଲ ଥରୁଟିଏ ନ ଆସି ମୋହର ହୃଦୟରେ ରହିଗଲ ହେ ଗୋପାଳ ଥରେ ନ ଆସି ହୃଦରେ ବସିଗଲ ସମ୍ପୂର୍ଣ୍ଣ ନିସ୍ବ ଥିଲି ମୋର ଆତ୍ମାବନ୍ଧୁ ହୋଇଗଲ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment