Wednesday, 10 December 2025

ଗୋବିନ୍ଦଙ୍କ ନାଟକରେ ମୁହିଁ କଳାକାରଟିଏ

ଗୋବିନ୍ଦଙ୍କ ନାଟକରେ ମୁହିଁ କଳାକାରଟିଏ ଆତ୍ମାର କୀଟରୁ ବ୍ରହ୍ମାଯାଏ ବହୁରୂପୀ ବେଶ ପାଉଣା ବାବଦକୁ ତୁମ୍ଭ ଛନ୍ଦା ଚରଣ ଛୁଇଁବି ସୁଧା ସମୁଦ୍ର ହେ କ୍ଷମା କରିବ ଗୁଣ ଦୋଷ

No comments:

Post a Comment