Saturday, 6 December 2025

ଗୋଟିଏ ଗୋଟିଏ କରି ମୁହିଁ ସକଳ ଆଣିଲି

ଗୋଟିଏ ଗୋଟିଏ କରି ମୁହିଁ ସକଳ ଆଣିଲି ମୋ ମନ ଇନ୍ଦ୍ରିୟ ନ ଦେଲେ ମୋତେ ଧରା ଅର୍ଜୁନ ସଖାଙ୍କ କୃପାହେଲେ ଆୟତ୍ତ ହେବେ ଛନ୍ଦା ଚରଣରେ ଶରଣ ପଶିଲି ବଂଶୀ ଧରା

No comments:

Post a Comment