Friday, 12 December 2025

ଅକ୍ଷର ହିଁ ବ୍ରହ୍ମ ମୋର କାନରେ ଶୁଣିବା କଥା

ଅକ୍ଷର ହିଁ ବ୍ରହ୍ମ ମୋର କାନରେ ଶୁଣିବା କଥା ଅଧାଗଢାଙ୍କ ପାଦ ଲାଗି କିବା ହୋଇବ ସତ ଚନ୍ଦନ ଅର୍ଗଳୀରେ ସଞ୍ଚିଚି ବହୁତ ଚାରି ଧାଡି ବଂଶୀର ସ୍ଵନ ଲାଗି ହୋଇବକି ଭାବ ଅମୃତ

No comments:

Post a Comment