Thursday, 11 December 2025

ବାରମ୍ବାର ତୁମ୍ଭଙ୍କୁ ଡାକୁଛି ବୋଲି କେବେ ରାଗି ଯିବନି

ବାରମ୍ବାର ତୁମ୍ଭଙ୍କୁ ଡାକୁଛି ବୋଲି କେବେ ରାଗି ଯିବନି ହେ କାଳିଦଳା କୃଷ୍ଣ ମୋତେ କେବେବି ନ ଯିବ ଛାଡି ତୁମ୍ଭ ଦର୍ଶନ ସ୍ପର୍ଶ ସମ୍ଭାଷଣ ସକଳ ମୋ ଲାଗି ସୁଧା ହେ ଆତ୍ମା ଚେତନା ଛାଡ଼ିଗଲେ ମୋ ପ୍ରାଣ ଯିବ ଉଡି

No comments:

Post a Comment