Thursday, 4 December 2025

ଗୃହ ଲକ୍ଷ୍ମୀଙ୍କୁ ଗୁରୁବାର ଯିଏ ହାତ ଉଠାଏ ଅମଣିଷ

ଗୃହ ଲକ୍ଷ୍ମୀଙ୍କୁ ଗୁରୁବାର ଯିଏ ହାତ ଉଠାଏ ଅମଣିଷ ଗୁରୁବାର ମାଣବସା ଦିନ ମାଂସ ଭକ୍ଷଇ ସେ ବ୍ୟାଧ ବୈକୁଣ୍ଠ ଲକ୍ଷ୍ମୀଙ୍କର ହୃଦୟ ବିଷ୍ଣୁଙ୍କ ସମାନ ଦୟାପୂର୍ଣ୍ଣ ସେଥି ପାଇଁ କ୍ଷମା କରିଦେଲେ ଏଡ଼େ ବଡ ଅପରାଧ

No comments:

Post a Comment