A flower with 4 petals
Saturday, 6 December 2025
କିଏ ସେ ସଜାଏ ତୁମ୍ଭଙ୍କୁ ଖଣ୍ଡୁଆ
କିଏ ସେ ସଜାଏ ତୁମ୍ଭଙ୍କୁ ଖଣ୍ଡୁଆ ଗୀତଗୋବିନ୍ଦ ପାଟରେ ଆଉ କିଏ ସେ ତୁମ୍ଭ ଡମ୍ବରୁ ଅଣ୍ଟାରେ ଭିଡ଼ଇ ପାଟ ଶାଢ଼ୀ ମୋର ଆତ୍ମା କାନ୍ଦୁଅଛି ଟିକିଏ ପଦ୍ମ ପାଦକୁ ଚିପି ଦିଅନ୍ତି ମାଆ ଲକ୍ଷ୍ମୀ ମୁଣ୍ଡ ଆଉସନ୍ତେ ପାଦ ସେବା ମୋତେ ଛାଡି
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment