Friday, 12 December 2025

ଦୁଇ ପାଦରେ ଅଖିଳ ବ୍ରହ୍ମାଣ୍ଡ ଲୁଚିଲା

ଦୁଇ ପାଦରେ ଅଖିଳ ବ୍ରହ୍ମାଣ୍ଡ ଲୁଚିଲା ତୃତୀୟ ପାଦରେ ଲୁଚିଗଲା ବଳି ଗର୍ବ ଆସିବାକୁ କାହିଁକି ଏତେ ବେଳ ଲାଗୁଛି ହେ କୃଷ୍ଣ ସରିଆସେ ମୋ ଜୀବନ ପର୍ବ

No comments:

Post a Comment