A flower with 4 petals
Sunday, 14 December 2025
ସନାତନ ଧର୍ମର ଅଛି
ସନାତନ ଧର୍ମର ଅଛି ଦୁଇଟି କରୁଣା ଭରପୁର ନୟନ ରବି ସୁଧାକର କିରଣ ଅବାରିତ ଚକାଡୋଳା ଅପଲକ ସନାତନ ଧର୍ମର ଅଛି ପାଞ୍ଚ ଅମୃତରେ ଭରପୁର ସମୁଦ୍ର ନାରାୟଣ ସତ୍ୟ ଶାନ୍ତି ଦୟା କ୍ଷମା ପ୍ରେମ ଏକ ଭୂଲୋକ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment