Saturday, 6 December 2025

ନିସ୍ଵାର୍ଥପର ଅର୍ପଣ ଯେତେ

ନିସ୍ଵାର୍ଥପର ଅର୍ପଣ ଯେତେ କ୍ଷୁଦ୍ର ହେଲେ ବି କେବଳ କେବଳ କୈବଲ୍ୟ ତାହାର ତୁଳନା ପହଣ୍ଡିବିଜୟ ଶୋଭାକୁ ଥରେ ସ୍ମରଣ କଲେ ଗୁରୁଡ଼ ପୃଷ୍ଠରେ ନାରାୟଣ ତାହାର କଳନା

No comments:

Post a Comment