Monday, 8 December 2025

କୃଷ୍ଣଙ୍କ ସ୍ଥୂଳ ରୂପକୁ ମୁହିଁ ଦେଖି ନାହିଁ

କୃଷ୍ଣଙ୍କ ସ୍ଥୂଳ ରୂପକୁ ମୁହିଁ ଦେଖି ନାହିଁ ସୂକ୍ଷ୍ମରେ ସେହି ଭାବର ଅଥଳ ସମୁଦ୍ର ଯୋଗ ସନ୍ୟାସ କହନ୍ତି ଜ୍ଞାନକୁ ପାଶ ଭକ୍ତି ଜ୍ଞାନ ଉଭୟ ମୁହିଁ ଅତି ଦରିଦ୍ର

No comments:

Post a Comment