Sunday, 7 December 2025

ଯେଉଁଠି ସଞ୍ଚିତ କିଞ୍ଚିତ ନିଷ୍କାମର ଫଳ

ଯେଉଁଠି ସଞ୍ଚିତ କିଞ୍ଚିତ ନିଷ୍କାମର ଫଳ ତହିଁ ପ୍ରକୃତି ସ୍ୱରୂପିଣୀ ଶ୍ରୀରାଧା ରାଣୀ ଯହିଁ ହୃଦୟଟି ସମ୍ପୂର୍ଣ୍ଣ ଅହଙ୍କାର ଶୁନ୍ୟ ତହିଁ ନିରନ୍ତର ବ୍ରହ୍ମଦାରୁ ବେଣୁ ପାଣୀ

No comments:

Post a Comment