Saturday, 13 December 2025

ଯାହା ନାମ ଅମୃତ ରୂପ ପାବନ

ଯାହା ନାମ ଅମୃତ ରୂପ ପାବନ ଗୁଣ ଯାହା ଲୀଳା ଅମୃତ ରାମ ରାମ ଜୟ ରାଜା ରାମ ରାମ ରାମ ଜୟ ସୀତା ରାମ ତାହା ଅଧାଗଢା ଦାରୁବ୍ରହ୍ମ ସନ୍ଥ ତୁଳସୀଙ୍କ ସମ୍ପୂର୍ଣ୍ଣ ମନସ୍କାମ ରାମ ରାମ ଜୟ ରାଜା ରାମ ରାମ ରାମ ଜୟ ସୀତା ରାମ

No comments:

Post a Comment