Sunday, 7 December 2025

ମରିବା ପୂର୍ବରୁ ମରି

ମରିବା ପୂର୍ବରୁ ମରି ଯାଅନା ଦୁର୍ଲଭ ମଣିଷ ଜନ୍ମ ଦୁର୍ଲଭ ମଣିଷ ଜନ୍ମ ପରିଚୟ ଜାଣିବାକୁ ଚାହଁନା ଏଗାର ଇନ୍ଦ୍ରିୟ ସଙ୍ଗେ କ୍ରିକେଟ ଖେଳି କି ଲାଭ ସୂର୍ଯ୍ୟ ଚନ୍ଦ୍ର ଚକ୍ଷୁ ଚକାଡୋଳାଙ୍କୁ ପଚାରି ଥାଅନା

No comments:

Post a Comment