Saturday, 13 December 2025

କେବଳ ମୁହିଁ

କେବଳ ମୁହିଁ ଡାକୁଥିବି ଆଉ ତୁମ୍ଭେ ନିଶ୍ଚଳ ହୋଇଣ ଶୁଣୁଥିବ ଦିନ ଢଳିଲେ ଚଳିଵି ଏହା କେମିତିକା କୀର୍ତ୍ତି ହେ ଚକାଡୋଳା ଅଖିଳ ଜନନୀ ଅନ୍ତରର ସବୁ ସ୍ନେହଁ ବୋଳା ତୁମ୍ଭ ଦୁଇ ନୟନ ଥରୁଟିଏ ପାଶକୁ ଡାକ ଏ ପ୍ରାଣ କେଡେ ଆତୁର ହେ କାଳିଦଳା

No comments:

Post a Comment