Monday, 8 December 2025

ତୁମ୍ଭଙ୍କୁ ଅନ୍ତରରେ ଅତି ଭଲ ପାଇ ବସିଅଛି

ତୁମ୍ଭଙ୍କୁ ଅନ୍ତରରେ ଅତି ଭଲ ପାଇ ବସିଅଛି ହେ ରୁକ୍ମଣୀ ହୃଦୟ ହରି ଚନ୍ଦନ ବନମାଳୀ ତୁମ୍ଭ ହୃଦୟ ଭକତଙ୍କର ଭାବରେ ପରିପୂର୍ଣ୍ଣ ଛନ୍ଦା ଚରଣରେ ଟିକିଏ ଜାଗା ଦେବ ଅଳି

No comments:

Post a Comment