Friday, 12 December 2025

ଦେହରେ ଭ୍ରମିଲିଣି ଦୁଇ କୋଡ଼ି ଦଶ ବର୍ଷ

ଦେହରେ ଭ୍ରମିଲିଣି ଦୁଇ କୋଡ଼ି ଦଶ ବର୍ଷ ହେ ପୁରୁଷୋତ୍ତମ ତୁମ୍ଭ ସାକ୍ଷ୍ୟାତ ନ ପାଇଲି ଖାଇବା ଶୋଇବା ମୈଥୁନରେ ଆୟୁଷ ଗଲା ଦୁଲର୍ଭ ନର ଦେହରେ ନୃସିଂହଙ୍କୁ ନ ଦେଖିଲି

No comments:

Post a Comment