Thursday, 12 March 2026

ତୋର କୀର୍ତ୍ତନ ମୋତେ ହେଲା ଚନ୍ଦନ

ତୋର କୀର୍ତ୍ତନ ମୋତେ ହେଲା ଚନ୍ଦନ ହେ କମଳାଳୟ ଦେବକୀ ନନ୍ଦ ନନ୍ଦନ ଭାବ ସିନ୍ଧୁରେ ବୁଡି ଖୋଜେ ଛନ୍ଦା ପାଦ ଥରେ ଦେଖିବାକୁ ହୃଦୟ କରେ କ୍ରନ୍ଦନ

No comments:

Post a Comment