Thursday, 12 March 2026

ସିନ୍ଦୁର ନାଲି ଥଣ୍ଟ ଶୁଆ ଡାକେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ

ସିନ୍ଦୁର ନାଲି ଥଣ୍ଟ ଶୁଆ ଡାକେ କୃଷ୍ଣ କୃଷ୍ଣ କୃଷ୍ଣ କୃଷ୍ଣ କଜଳ କଳା ଶାରୀ ଡାକଇ ରାମ ରାମ ରାମ ରାମ ଶୁଆ ଶାରୀ ଦୁହେଁଟି ବୁଡିଲେ ଚକାଡୋଳା ଭାବରେ ତେଜି ଅର୍ଥ ଲୋଭ ହିଂସା କ୍ରୋଧ ଅସୂୟା ଛନ୍ଦ କାମ

No comments:

Post a Comment