Saturday, 21 March 2026

ଶିବ ବ୍ରହ୍ମା ନାରଦ ଗଣେଶ ସଦା ପୁଜନ୍ତି ଚରଣ

ଶିବ ବ୍ରହ୍ମା ନାରଦ ଗଣେଶ ସଦା ପୁଜନ୍ତି ଚରଣ ଅଶରଣ ଶରଣ ମହାଲକ୍ଷ୍ମୀ ତୋ ପ୍ରଥମ କିଙ୍କରୀ ଆସିଥିଲି ଦୁର୍ଲଭ ନର ଶରୀରରେ ମର୍ତ୍ତ୍ୟ ଭ୍ରମି ଭାରି ଇଚ୍ଛା ଅଧାଗଢା ପାଦରେ ଲଭନ୍ତି ଚାକିରୀ

No comments:

Post a Comment