Friday, 13 March 2026

ଉଷୁନା ଧାନ ଗଜା ହେବା ଆଖି ଦେଖି ନାହିଁ

ଉଷୁନା ଧାନ ଗଜା ହେବା ଆଖି ଦେଖି ନାହିଁ ଦେଖି ନାହିଁ ଶଶ୍ମାନ ଗାତରୁ ଆସିବାର ଫେରି ସ୍ବପ୍ନ ପରାୟେ ଏହି ସଂସାର ସକଳ ବେଭାର ପୟୋନିଧି ସନାତନ ବ୍ରହ୍ମଦାରୁ ବଂଶୀଧାରୀ

No comments:

Post a Comment