Friday, 13 March 2026

କଳ୍ପନା ଚାରି ଛକରେ ପାଦ ଅଟକି ଗଲା

କଳ୍ପନା ଚାରି ଛକରେ ପାଦ ଅଟକି ଗଲା ହାତଠାରି ଡାକନ୍ତି ଧର୍ମ ଅର୍ଥ କାମ ମୋକ୍ଷ ଏଗାର ଇନ୍ଦ୍ରିୟରେ ତନ୍ନ ତନ୍ନ କରି ଚାଖିଲି ମୋତେ ପରମ ସୁଖ କାଳିଦଳା ପଙ୍କଜାକ୍ଷ

No comments:

Post a Comment