Saturday, 11 April 2026

ମାଆ ଗୋ ଶ୍ୟାମା ମାମୁ ପାଇଁକି ହାର ଗୁନ୍ଥିଅଛୁ

ମାଆ ଗୋ ଶ୍ୟାମା ମାମୁ ପାଇଁକି ହାର ଗୁନ୍ଥିଅଛୁ ଅମାବାସ୍ୟା ତାରା ପୂର୍ଣ୍ଣିମା ଚନ୍ଦ୍ର ଛନ୍ଦି ମାଳାରେ ମାମୁ ମୋ କଳା ଶ୍ରୀମୁଖ ଦେବକୀ ନନ୍ଦନ କୃଷ୍ଣ ପିନ୍ଧାଇ ତରିବି ବ୍ରହ୍ମଦାରୁ ଅଧାଗଢାଙ୍କ ଗଳାରେ

No comments:

Post a Comment