Thursday, 16 April 2026

ଅତି ଦୁର୍ଲଭ ଏହି ମନୁଷ୍ୟ ଜନ୍ମ କମଳର କଢି

ଅତି ଦୁର୍ଲଭ ଏହି ମନୁଷ୍ୟ ଜନ୍ମ କମଳର କଢି ଆକୁଳ ବ୍ୟାକୁଳ ପରାଣ ତୃଷା ଯାଉଅଛି ବଢି ଚକାଡୋଳାଙ୍କୁ ଦର୍ଶନ କରି ଖୋଲିବ ପାଖୁଡା ଜାତସ୍ମର ଦାସ ବାଇଶିପାହାଚ ଆସିଅଛି ଚଢି

No comments:

Post a Comment