Saturday, 18 April 2026

ତୁମ୍ଭଙ୍କୁ ନ ଭେଟିଲି ବୟସ ସରିଲା

ତୁମ୍ଭଙ୍କୁ ନ ଭେଟିଲି ବୟସ ସରିଲା ଭାବ ସମୁଦ୍ରରେ ବୁଡି ମରିବା ସାର ତୁମ୍ଭଙ୍କୁ ଥରୁଟେ ଦେଖିବ ଚର୍ମ ଚକ୍ଷୁ ଦିବସ ରଜନୀ ଲୋତକ ଝର ଝର

No comments:

Post a Comment