Thursday, 9 April 2026

ଗୋଧୂଳି ବେଳକୁ ପାଖୁଡା ମଉଳିବ

ଗୋଧୂଳି ବେଳକୁ ପାଖୁଡା ମଉଳିବ ଫୁଲରେ ଗଳାମାଳି କର ହୃଷିକେଶ ପ୍ରଭାତ ବେଳକୁ ଉଦୟ ଦୀନବନ୍ଧୁ ନିଜ ହୃଦରେ ଦେଖିବୁ ତୁ ପୀତବାସ

No comments:

Post a Comment