A flower with 4 petals
Sunday, 12 April 2026
ହୃଦୟ ପଦ୍ମ ମୋର ଚନ୍ଦନ ଅର୍ଗଳୀ ରତ୍ନ ବେଦି ଦେବତା ମୋର ବାସୁଦେବ ଚତୃର୍ଦ୍ଧା ଦାରୁବ୍ରହ୍ମ ଦେହ ପଞ୍ଜୁରି ମୋର ପୁରୁଷୋତ୍ତମ ଶ୍ରୀକ୍ଷେତ୍ର ଆତ୍ମା ଶାରୀ ଜପେ ହରେ କୃଷ୍ଣ ହରେ ରାମ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment