Monday, 13 April 2026

ବଡ ଆକୁଳ ବ୍ୟାକୁଳ ଏହି ମହା ପାତକୀର ମନ

ବଡ ଆକୁଳ ବ୍ୟାକୁଳ ଏହି ମହା ପାତକୀର ମନ ଥରେ ଦର୍ଶନ ଦେବ ଅର୍ଜୁନ ସଖା ରୁକ୍ମଣୀ ହୃଦୟ କୋଟି ଯୋନି ଭ୍ରମିଣ ଉର୍ଦ୍ଧ୍ୱ ଭୁଜ ଗରୁଡ ପଛରେ ଭାଗବତର ପ୍ରତି ଅକ୍ଷର ଗାଏ କୃଷ୍ଣ ଅତି ସଦୟ

No comments:

Post a Comment