Tuesday, 14 April 2026

ବାଇଶି ପାହାଚ ଚଢି ଯାଇଥିଲି ତାକୁ ଦେଖିବାକୁ

ବାଇଶି ପାହାଚ ଚଢି ଯାଇଥିଲି ତାକୁ ଦେଖିବାକୁ ତା ଆଖିରେ ପତା ନାହିଁ ମୋତେ ଫସେଇଦେଲା କ୍ରୋଧ ଲୋଭ କାମ ହିଂସା ଭରା ମୋର ହୃଦୟ ଅଖିଳ ଜନନୀ ଶ୍ରୀ କେଉଁ ସେବା ଦେବେ ଭଲା

No comments:

Post a Comment