Thursday, 9 April 2026

ଅତି ପ୍ରଭାତରେ ପକ୍ଷୀ ଛାଡ଼ଇ ବସା

ଅତି ପ୍ରଭାତରେ ପକ୍ଷୀ ଛାଡ଼ଇ ବସା ମନରେ ତା ଭରି କରି ଅନେକ ଆଶା କିଛି ଭୁଞ୍ଜି ଆଉ କିଛି ଆଣେ ବସାକୁ ଚକାଡୋଳାଙ୍କୁ ଦେଇ ସକଳ ନିରାଶା

No comments:

Post a Comment