Monday, 13 April 2026

ଦେବକୀ ନୟନ ପିତୁଳା ଉଗ୍ରେସେନ ନାତି

ଦେବକୀ ନୟନ ପିତୁଳା ଉଗ୍ରେସେନ ନାତି ପ୍ରାଣ ସଖୀରେ କାହିଁ ଗଲେ ମୁରଲୀ ଫୁଙ୍କା ତାଙ୍କ ଛନ୍ଦା ଚରଣରେ ଆତ୍ମା ମୋ ରହିଲା ଥରୁଟେ ଛୁଇଁଦେଲେ ଛାଡିବ ମନର ରଙ୍କା

No comments:

Post a Comment