Monday, 6 April 2026

ଅଣ୍ଡାଳି ଅଣ୍ଡାଳି ସମ୍ପୂର୍ଣ୍ଣ ଥକି ପଡିଲିଣି

ଅଣ୍ଡାଳି ଅଣ୍ଡାଳି ସମ୍ପୂର୍ଣ୍ଣ ଥକି ପଡିଲିଣି ମହାବାହୁ ହେ ପାଦ ଦୁଇଟା ପାଉ ନାହିଁ ବାଳ କିଶୋର ଯୁବା ଯାଇ ବୁଢା ହେଲି ମରିବା ବାକି କୋକେଇ ବସିଛି ଚାହିଁ

No comments:

Post a Comment