A flower with 4 petals
Wednesday, 15 April 2026
ପଦ୍ମ କଢ଼ ସଦା ଇଛଇ ବାଳ ରବିଙ୍କର କିରଣ
ପଦ୍ମ କଢ଼ ସଦା ଇଛଇ ବାଳ ରବିଙ୍କର କିରଣ ମଲ୍ଲି କଢ଼ ସଦା ଇଛେ ସୁଧାକରଙ୍କର ଜୋତ୍ସନା ଆତ୍ମା ମୋ ସଦା ଇଛଇ ରାଧା ଗୋବିନ୍ଦ ଚରଣ ରବି ସୁଧାକର ଚକ୍ଷୁ ପୂର୍ଣ୍ଣ ହେବ କି ମନର ବାସ୍ନା
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment