Saturday, 11 April 2026

ମାଆ ଗୋ ଶ୍ରୀ ନାରାୟଣ ହୃଦୟ ତ୍ରିଶାଖା ବିଲ୍ୱ

ମାଆ ଗୋ ଶ୍ରୀ ନାରାୟଣ ହୃଦୟ ତ୍ରିଶାଖା ବିଲ୍ୱ ମାଆ ଗୋ ଶ୍ରୀ ଗୋବିନ୍ଦ ଗଳା ବିଳାସୀ ତୁଳସୀ ପରମ ପିତା ଅଧାଗଢା ଚରଣ ଛୁଇଁଥାନ୍ତି ମାଆ ତୁମ ପାଦରେ ଜଳ ଢାଳେ ନିତି ଭରି କଳସୀ

No comments:

Post a Comment