Thursday, 9 April 2026

ଆପଣା ନାମକୁ ସ୍ୱୟଂ ଭଜୁଅଛ ନିରନ୍ତର

ଆପଣା ନାମକୁ ସ୍ୱୟଂ ଭଜୁଅଛ ନିରନ୍ତର ହେ ବ୍ରହ୍ମ ସତେ କିବା ଶ୍ରୀରାଧା ଗଳାରେ ଶୋଭା ବନମାଳୀ ମା ମହାଲକ୍ଷ୍ମୀଙ୍କୁ ଦୁରେଇ ହେଲ ବ୍ରହ୍ମଦାରୁ ଚତୃର୍ଦ୍ଧା ତୁମ୍ଭ ମୋହନ ରୂପ ଦେଖି ରସନା ନ ପାରେ ଚଳି

No comments:

Post a Comment