Tuesday, 7 April 2026

ନିମ୍ବ ଦାରୁରେ ଅଧାଗଢା ଚାରି ଦିଅଁ ପୂଜା ପାଠ ଅର୍ଚ୍ଚନା ନୈବେଦ୍ୟ ଭାବ କେମିତି ପୂଜିବି ଏପରି ଦେବତାଙ୍କୁ ହୃଦୟରେ ଭାବର ଘୋର ଅଭାବ

No comments:

Post a Comment