Friday, 17 April 2026

ସଦା ଦୀର୍ଘ ଜୀବନ କାମନା କରେ ଜୀବ

ସଦା ଦୀର୍ଘ ଜୀବନ କାମନା କରେ ଜୀବ ଇନ୍ଦ୍ରିୟ ତୃପ୍ତିରେ ନିରନ୍ତର ବାସନା ରସନା ଦୁର୍ଲଭ ମଣିଷ ଜନ୍ମ ଆତ୍ମାର ଠାବ ପାଇଁକି ଗୋବିନ୍ଦ ଛନ୍ଦା ଚରଣରେ ଘଡ଼ିଏ ବସେନା

No comments:

Post a Comment