Sunday, 12 April 2026

ବଡ ସିଂହାର ବେଶ ଉଛୁଳା ସୁଧା ଭାଣ୍ଡଟିଏ ଲୋଭରେ ବୁଡି ଯାଉଥିବା ମୁଁ କ୍ଷୁଦ୍ର ପିମ୍ପୁଡି ସଂସାରକୁ ଆସିବାକୁ ତିଳେ ବି ଇଛା ନାହିଁ ହିଂସ୍ର ସିଂହ ଷଢ଼ ରିପୁ ଖାଇଯିବେ କାମୁଡି

No comments:

Post a Comment