Friday, 17 April 2026

ଅଛିଦ୍ରେ ବ୍ରହ୍ମଦାରୁ ପୂରିଅଛନ୍ତି ସକଳ ଘଟରେ

ଅଛିଦ୍ରେ ବ୍ରହ୍ମଦାରୁ ପୂରିଅଛନ୍ତି ସକଳ ଘଟରେ ପ୍ରାଣ ମିତଣୀ ଲୋ ଥରୁଟେ ନ ହେଲା ଭେଟ ଅନ୍ତର୍ଯ୍ୟାମୀ ଶ୍ରୀପୁରୁଷୋତ୍ତମ ନିଶ୍ଚୟ ଆସିବେ ଆତ୍ମା ଚାହିଁ ବସିଛି ନିରନ୍ତର ଛନ୍ଦାଚରଣ ବାଟ

No comments:

Post a Comment