Friday, 10 April 2026

ହେ ନାରାୟଣ ଧରଣୀ ଜୀବନ

ହେ ନାରାୟଣ ଧରଣୀ ଜୀବନ ହେ ବାସୁଦେବ ବନମାଳୀ ହରି ସଦା ଛନ୍ଦା ପାଦରେ ଚିତ୍ତ ରହୁ ତରେ ଅଧମ ପାଦ ସେବା କରି

No comments:

Post a Comment