A flower with 4 petals
Sunday, 5 July 2026
ଇନ୍ଦ୍ରିୟ ବୁଦ୍ଧିରେ ଯାହାଙ୍କୁ ପହଞ୍ଚି ନ ହେବ
ଇନ୍ଦ୍ରିୟ ବୁଦ୍ଧିରେ ଯାହାଙ୍କୁ ପହଞ୍ଚି ନ ହେବ ତାହାଙ୍କ କଳ୍ପନାରେ ହେଲି ମୁହିଁ ସଦା ବାଇ ସତରେ କିବା ଛନ୍ଦା ଚରଣକୁ ଆତ୍ମା ଛୁଇଁବ ଅମୁହାଁ ଦେଉଳ ଚାରି ପାଖରେ ବୁଲୁଥାଇ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment