A flower with 4 petals
Sunday, 5 July 2026
ନିଷ୍ପାପ ମଧୁମକ୍ଷୀ ମଧୁରେ
ନିଷ୍ପାପ ମଧୁମକ୍ଷୀ ମଧୁରେ କାଳିଆ ଭ୍ରମର ପାଦରେ ମାନିନୀ ଶ୍ରୀରାଧାର ମାଧବ ସୁକ୍ଷ୍ମ ରୂପରେ ଅଣୁ ରେଣୁ କୋଇଲି ମଧୁର କଣ୍ଠରେ ସକଳ ବୈଷ୍ଣବ ହୃଦୟରେ ଆତ୍ମା ରାଧିକାକୁ ଡ଼ାକୁଥାନ୍ତି କୃଷ୍ଣ ଫୁଙ୍କି ମୋହନ ବେଣୁ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment