Sunday, 5 July 2026

ହୃଦୟ କମଳ କେଶରରେ ନିଦ୍ରା ଯାଇଛି ଭକ୍ତି

ହୃଦୟ କମଳ କେଶରରେ ନିଦ୍ରା ଯାଇଛି ଭକ୍ତି ଯିଏ ଏକା ନନ୍ଦୀଘୋଷ ରଥ ଭିଡ଼ିବାକୁ ସମର୍ଥ ଗୁଣ୍ଡିଚା ଯାତ୍ରା ଆହୁରି ଅଛି ଏଗାର ଦିବସ ବାକି ଏଗାର ଇନ୍ଦ୍ରିୟ ଚେଷ୍ଟା କରନ୍ତୁ ତେଜି କାମ ଅର୍ଥ

No comments:

Post a Comment