Sunday, 5 July 2026

ବ୍ରହ୍ମଦାରୁ ଚକାଡୋଳା ମୋ ଆତ୍ମା ଅଣସର ଘରେ

ବ୍ରହ୍ମଦାରୁ ଚକାଡୋଳା ମୋ ଆତ୍ମା ଅଣସର ଘରେ ଜୀବ କୋଇଲି ଝୁରି ମରୁଛି ସଂସାର ଜଞ୍ଜାଳରେ ବାୟୁ ବିନା ଆକୁଳ ବ୍ୟାକୁଳ ଯେହ୍ନେ ପିଣ୍ଡ ପ୍ରାଣ ଅପେକ୍ଷାରେ ଦିବସ ରଜନୀ ବୈଷ୍ଣବଙ୍କ ଓଳିରେ

No comments:

Post a Comment