Friday, 24 July 2026

ହେ ବ୍ରହ୍ମଦାରୁ ମଣିମା ମୋ ଗୁହାରୀ ଶୁଣିମା

ହେ ବ୍ରହ୍ମଦାରୁ ମଣିମା ମୋ ଗୁହାରୀ ଶୁଣିମା ମୋ କାଳ ସରି ଆସେ ଅନ୍ତର୍ଯ୍ୟାମୀ ଜାଣିମା ବାଳକ କାଳରୁ ଛନ୍ଦା ଚରଣ ସ୍ମରଣ କରୁଛି ଥରୁଟେ ଛୁଇଁବାକୁ ଦେଲେ ବୁଝିବା ଗାରିମା

No comments:

Post a Comment