A flower with 4 petals
Tuesday, 21 July 2026
ରୂପ ରସ ବାସ ଭରା ଏହି ଜୀବନ ଦିବ୍ୟ କମଳ
ରୂପ ରସ ବାସ ଭରା ଏହି ଜୀବନ ଦିବ୍ୟ କମଳ ବିକାର ଦଳା ଚକଟାରେ ହେଲା ସମ୍ପୂର୍ଣ୍ଣ ଶ୍ରୀହୀନ ବିନତା ସୁତ ପଛରେ ପୁଷ୍ପାଞ୍ଜଳି ବାଢ଼ିଲା ବେଳକୁ କେବଳ ଅନୁତାପରେ ପୂରିତ ଲୋତକ ନୟନ
No comments:
Post a Comment
Newer Post
Older Post
Home
Subscribe to:
Post Comments (Atom)
No comments:
Post a Comment