Monday, 20 July 2026

ସିଂହଦ୍ୱାରରେ ଅଧିଆ ପଡିଛି ଛେଉଣ୍ଡଟିଏ

ସିଂହଦ୍ୱାରରେ ଅଧିଆ ପଡିଛି ଛେଉଣ୍ଡଟିଏ ମାଆ ଲକ୍ଷ୍ମୀ ଠାକୁରାଣୀ ଦିଅ ମୁଠାଏ ଭିକ କମଳା ସେବିତ ଚରଣ ଧୂଳି ମୋ ବାସନା ଜଗନ୍ନାଥ ଘରଣୀ ଦିଅ ମା ବୈଷ୍ଣବ ଭେକ

No comments:

Post a Comment